Jump to content

କର୍ଣ୍ଣପୂୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପୂୟ
ଉଚ୍ଚାରଣ: Karṇṇapūja

ସଂ. ବି (ମ. ପ. ଲୋ; କର୍ଣ୍ଣଜାତ ପୂୟ) —

ରୋଗ ଯୋଗୁଁ କାନରୁ ବୋହିବା ପୂୟ —The pus discharged from the ear owing to Otorrhea.