Jump to content

କର୍ଣ୍ଣପ୍ରୟାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣପ୍ରୟାଗ
ଉଚ୍ଚାରଣ: Karṇṇaprayāga

ସଂ. ବି. (ନାମ) —

ତୀର୍ଥବିଶେଷ — A place of Pilgrimage.

[ଦ୍ର—ଏହା ବଦରୀଧାମରୁ ୬୭: ମାଇଲ ଦୂରରେ ଅବସ୍ଥିତ ମହାଭାରତବର୍ଣ୍ଣିତ କର୍ଣ୍ଣବୀର ଏହିଠାରେ ୟଜ୍ଞ କରିଥିଲେ ଏଥିରେ ସୂର୍ଯ୍ୟନାରାୟଣ ସନ୍ତୁଷ୍ଟ ହୋଇ ତାହାଙ୍କୁ ଅସ୍ତ୍ରାଦି ଦାନ କରିଥିଲେ ମଦନମୋହନ. ତୀର୍ଥଦର୍ଶନ—୪: ର୍ଥ]