Jump to content

କର୍ଣ୍ଣଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଫଳ
ଉଚ୍ଚାରଣ: Karṇṇaphaḻa

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ଫଳ) —

୧: କାନର ନିମ୍ନସ୍ଥ ମାଂସଳ ଅଂଶ —୧. Labe of the ear.

୨: ମତ୍ସ୍ୟବିଶେଷ — ୨. Ophecephalus kurraway. (fish) (M.W.)