Jump to content

କର୍ଣ୍ଣଫୂଲ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣଫୂଲ
ଉଚ୍ଚାରଣ: Karṇṇaphula

ଦେ. ବି. (ସଂ. କର୍ଣ୍ଣ+ପୁଷ୍ପ) —

କାନ ଫୁଲ; କାନରେ ପିନ୍ଧାଯିବା ଫୁଲ ଆକାରର ଅଳଙ୍କାର ବିଶେଷ — An ear-ornament.