Jump to content

କର୍ଣ୍ଣବେଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣବେଧ
ଉଚ୍ଚାରଣ: Karṇṇabedha

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ବେଧ) —

ହିନ୍ଦୁ ବାଳକର କାନଫୋଡ଼ା ନାମକ ସଂସ୍କାରବିଶେଷ (ଏହା ଦ୍ବିଜାତିର ଦଶଗୋଟି ସଂସ୍କାର ମଧ୍ୟରୁ ଏକତମ) — The ear-boring ceremony of a Hindu child; boring of the lobes of the ear.