କର୍ଣ୍ଣରେ ପଡ଼ିବା
ଦେଖଣା
କର୍ଣ୍ଣରେ ପଡ଼ିବା —
ଉଚ୍ଚାରଣ: Karṇṇare paṟḍ̠ibā
ଦେ. କ୍ରୀ. —
କର୍ଣ୍ଣଗୋଚର ହେବା; ଶୁଣାଯିବା — To come to one's knowledge through the ears; to reach the ears.
(ଯଥା—ମୋ ଗୁହାରି ଛାମୁଙ୍କ କର୍ଣ୍ଣରେ ପଡ଼ିଲା ନାହିଁ)