କର୍ଣ୍ଣଶଷ୍କୁଳୀ
ଦେଖଣା
କର୍ଣ୍ଣଶଷ୍କୁଳୀ —
ଉଚ୍ଚାରଣ: Karṇṅaṡashkuḻī
ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ଶଷ୍କୁଳୀ=ପତଳା ଚକୁଳି ପରି ଅଂଶ) —
କାନର ବାହାର ପାଖର ପାତ୍ରାକୃତି ଗହ୍ବର —The outer cartilaginous depression of the ear.