Jump to content

କର୍ଣ୍ଣସ୍ରାବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣସ୍ରାବ
ଉଚ୍ଚାରଣ: Karṇṇasrāba

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣ+ସ୍ରାବ) —

କାନରୁ ପୂୟ ବହିବା ରୋଗ; କାନପଚା ରୋଗ —Otorrhea.