କର୍ଣ୍ଣାକର୍ଣ୍ଣି
ଦେଖଣା
କର୍ଣ୍ଣାକର୍ଣ୍ଣି —
ଉଚ୍ଚାରଣ: Karṇṇākarṇṇi
ସଂ. ବି. (ବ୍ୟତିହାର ବହୁବ୍ରୀହି; କର୍ଣ୍ଣ+କର୍ଣ୍ଣ) —
ପରସ୍ପର କର୍ଣ୍ଣରେ କୁହା କୋହି ହେବା ଗୁପ୍ତ ମନ୍ତ୍ରଣା; କାନାକାନି; ରହସ୍ୟ କଥାଭାଷା; ପରସ୍ପର ଫୁସ୍ଫୁସ୍ ହେବା — A whispering together.
ସଂ. ଅ. —
ଜଣକ କାନରେ ଅନ୍ୟ ଜଣେ କହିବା ଦ୍ବାରା ଏକ କାନରୁ ଅନ୍ୟ କାନ ହେବା ପ୍ରକାରେ — Passed in whispers from ear to ear.