କର୍ଣ୍ଣାଟ
ଦେଖଣା
କର୍ଣ୍ଣାଟ —
ଉଚ୍ଚାରଣ: Karṇṇāṭa
ସଂ. ବି. (କର୍ଣ୍ଣ+ଅଟ ଧାତୁ+କତ୍ତୃ. ଅ) —
ଦ୍ରାବିଡ଼ର ଉତ୍ତର— ପଶ୍ଚିମସ୍ଥ ପ୍ରସିଦ୍ଧ ଦେଶ; ଦକ୍ଷିଣ ଭାରତର ପୂର୍ବ ଉପକୂଳସ୍ଥ ଦେଶ ବିଶେଷ —The Karnatak country in South India; the Karnatics.
[ ଦ୍ର—ଦକ୍ଷିଣ ଭାରତର ପୂର୍ବ ଉପକୂଳକୁ କର୍ଣ୍ଣାଟ ବା କରମଣ୍ଡଳ ଉପକୂଳ ବୋଲାଯାଏ ଏହି ଉପକୁଳରେ ମାନ୍ଦ୍ରାଜ ଅବସ୍ଥିତ ପଶ୍ଚିମ ଉପକୂଳକୁ ମାଳବାର ଉପକୂଳ ବୋଲାଯାଏ ]