Jump to content

କର୍ଣ୍ଣାଟୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣାଟୀ
ଉଚ୍ଚାରଣ: Karṇṇāṭī

ସଂ. ବି. (କର୍ଣ୍ଣାଟ+ସ୍ତ୍ରୀ. ଈ) —

୧: କର୍ଣ୍ଣାଟଦେଶୀୟା ସ୍ତ୍ରୀ — ୧. A woman of the Karnatic country.

୨: କାବ୍ୟଶାସ୍ତ୍ର ରୀତିବିଶେଷ — ୨. Name of a kind of literary style.

୩: ରାଗିଣୀବିଶେଷ; କାନଡ଼ା ରାଗ — ୩. Name of a musical strain.

୪: କର୍ଣ୍ଣାଟ ରାଚ୍ଚମହିଷୀ — ୪. The queen of the kingdom of Karṇṇāta.