Jump to content

କର୍ଣ୍ଣାବଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣାବଳି
ଉଚ୍ଚାରଣ: Karṇṇābaḻi

ପ୍ରାଦେ. ବି. —

୧: (ଗଡ଼ଜାତ)—ଶିଶୁମାନଙ୍କର କର୍ଣ୍ଣବେଧ; କାନଫୋଡ଼ —୧. The ear-boring ceremony.

୨: (ଗଞ୍ଜାମ)—କୁମୁଟିମାନଙ୍କର ଉତ୍ସବବିଶେଷ — ୨. A festival in vough among the Kumuti caste.