କର୍ଣ୍ଣୀରଥ
ଦେଖଣା
କର୍ଣ୍ଣୀରଥ —
ଉଚ୍ଚାରଣ: Karṇṇīratha
ସଂ. ବି. (କର୍ଣ୍ଣୀ=କର୍ଣ୍ଣୈ କଦେଶ+ରଥ=ୟାନ) —
୧: ସ୍କନ୍ଧବାହ୍ୟ ୟାନ; ପାଲିଙ୍କି — ୧. A conveyance borne on the shoulders; sedan-chair.
୨: ସ୍ତ୍ରୀ ଲୋକ ଗମନାର୍ଥ ବସ୍ତ୍ରାଚ୍ଛାଦିତ କ୍ଷୁଦ୍ର ଗାଡ଼ ବା ଡୋଲି — ୨. A small covered car or sedan for carrying ladies.