Jump to content

କର୍ଣ୍ଣୀସୁତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଣ୍ଣୀସୁତ
ଉଚ୍ଚାରଣ: Karṇṇisuta

ସଂ. ବି. (୬: ଷ୍ଠୀ ତତ୍; କର୍ଣ୍ଣୀ+ସୁତ) —

୧: ମଥୁରାର ରାଜା କଂସାସୁର — ୧. Kaṁsa, the king of Mathurā

୨: ଚୋର —୨. Thief.

୩: ଚୌର୍ୟ୍ୟଶାସ୍ତ୍ରପ୍ରବର୍ତ୍ତକ —୩. Name of the person who introduced stealing as an art.