କର୍ତନ ମଣ୍ଡଳ
ଦେଖଣା
କର୍ତନ ମଣ୍ଡଳ —
ଉଚ୍ଚାରଣ: Kīrtana manḍaḻa
কীর্ত্তনদল
कीर्त्तनबाले
ଦେ. ବି —
ନାମସଂକୀର୍ତ୍ତନ କରିବା ନିମନ୍ତେ ଗଠିତ ଏକାଧିକ ବ୍ୟକ୍ତିଙ୍କର ସଂଘ — A party of Kīrtana players consisting of at least ୩ persons.
[ଦ୍ର—କୀର୍ତନରେ ଗାଇବା ପାଇଁ, ମୃଦଙ୍ଗ ବଜାଇବା ପାଇଁ ଓ ପାଳି ଧରିବା ପାଇଁ ଅନ୍ତତଃ ୩: ବା ତତୋଧିକ ବ୍ୟକ୍ତି ଲୋଡ଼ା]