କର୍ତ୍ତବ୍ଯ
ଦେଖଣା
କର୍ତ୍ତବ୍ୟ —
ଉଚ୍ଚାରଣ: Karttabya
ସଂ. ବିଣ. (କୃ ଧାତୁ+କର୍ମ. ତବ୍ୟ) —
କରଣୀୟ; କରିବା ଯୋଗ୍ୟ; ଉଚିତ; ବିଧେୟ — To be done or performed; fit to be done; proper; necessary.
ସଂ. ବି. —
ଅବଶ୍ୟ କରଣୀୟ କାର୍ଯ୍ୟ —Duty.
ଦେ. ବି. —
ଶକ୍ତି; ସାମର୍ଥ୍ୟ —Power; capacity.