ଶବ୍ଦାର୍ଥ:
କର୍ତ୍ତବ୍ୟତା — ଉଚ୍ଚାରଣ: Karttabyyatā
ସଂ. ବି. (କର୍ତ୍ତବ୍ୟ+ଭାବେ. ତା) —
କରଣୀୟତା; ଔଚିତ୍ୟ —Propriety.