Jump to content

କର୍ତ୍ତରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତରୀ
ଉଚ୍ଚାରଣ: Karttarī

ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) —

୧: କତୁରୀ —୧. A pair of scissors.

୨: କଟାରୀ —୨. Bill-hook.

୩: ଗୁଆକାତି —୩. Not-cracker.

୪: ଛୁରୀ —୪. Knife.

୫: (+କର୍ମ. ଅର)—ବାଣର ପୁଙ୍ଖ — ୫. The tail of an arrow.

୬: ବଣିଆଙ୍କ କତୁରୀ ପତ୍ରୀକୃତ — ୬. Goldsmith's scissors.