କର୍ତ୍ତୃ
ଦେଖଣା
କର୍ତ୍ତୃ —
ଉଚ୍ଚାରଣ: Kartta
ଗ୍ରା. ବି. (ସଂ. କରପତ୍ର) —
କରତ —A saw.
ବସାଇ ଶାଣ କର୍ତ୍ତ ପ୍ରମାଣେ ଦଣ୍ଡ ଦିଆଇ ଧାତା ଭଞ୍ଜ—ବୈଦେହୀଶବିଳାସ
କର୍ତ୍ତୃ —
ଉଚ୍ଚାରଣ: Kartta
ଗ୍ରା. ବି. (ସଂ. କରପତ୍ର) —
କରତ —A saw.
ବସାଇ ଶାଣ କର୍ତ୍ତ ପ୍ରମାଣେ ଦଣ୍ଡ ଦିଆଇ ଧାତା ଭଞ୍ଜ—ବୈଦେହୀଶବିଳାସ