କର୍ତ୍ତୃକ
ଦେଖଣା
କର୍ତ୍ତୃକ —
ଉଚ୍ଚାରଣ: Karttṛuka
ସଂ. ଅ.—(ବହୁବ୍ରୀହି ସମାସରେ ଅନ୍ୟ ପୂର୍ବ ସଙ୍ଗେ ଯୁକ୍ତ ହେଲେ 'କର୍ତ୍ତୃ' ଶବ୍ଦ ପରେ 'କ' ଆଗମ ହୁଏ) —
ତୃତୀୟା ବିଭକ୍ତରେ ଚିହ୍ନ; ଦ୍ବାରା —By; with the help of; with; through; by means of.
(ଯଥା—ମତ୍କର୍ତ୍ତୃକ; ତତ୍କର୍ତ୍ତୃକ; ରାମକର୍ତ୍ତୃକ)