Jump to content

କର୍ତ୍ତୃକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ତ୍ତୃକା
ଉଚ୍ଚାରଣ: Karttṛukā

ସଂ. ବି. ସ୍ତ୍ରୀ.—(କୃତ୍ ଧାତୁ=ଛେଦନ କରିବା+କର୍ତ୍ତୃ. ତୃ+ କ+ସ୍ତ୍ରୀ. ଆ) —

କ୍ଷୁଦ୍ର ଖଣ୍ଡା — Scimitar; small sword.