କର୍ତ୍ତୃତ୍ବ
ଦେଖଣା
କର୍ତ୍ତୃତ୍ବ —
ଉଚ୍ଚାରଣ: Karttṛutwa
ସଂ. ବି. (କର୍ତ୍ତୃ. + ଭାବ. ତ୍ବ) —
୧: ଅଧିକାର; ପ୍ରଭୁତ୍ବ; କ୍ଷମତା — ୧. Supremacy; paramountcy; lordship; mastery; authority.
୨: କାରକହ; ସାଧକହ —୨. The state of being the door of a thing.
୩: ତନଖି; ପରିଦର୍ଶନ; କାର୍ୟ୍ୟରେ ତତ୍ତ୍ବ ନେବା — ୩. Supervision.
୪: କର୍ମ ପରିଚାଳନା —୪. Management.