କର୍ତ୍ତୃବାଚ୍ଯ
ଦେଖଣା
କର୍ତ୍ତୃବାଚ୍ୟ —
ଉଚ୍ଚାରଣ: Karttṛubāchya
ସଂ. ବି. (ବହୁବ୍ରୀହି; କର୍ତ୍ତୃ+ବାଚ୍ୟ; କର୍ତ୍ତା ହୋଇଥାଏ ବାଚ୍ୟ ୟହିଁରେ) —
(ବ୍ୟାକରଣ)—ଯେଉଁ ବାକ୍ୟରେ କର୍ତ୍ତା ପ୍ରକାଶିତ ବା ଉକ୍ତ ଥାଏ ଏବଂ
କର୍ତ୍ତାଠାରେ ପ୍ରଥମା ବିଭକ୍ତି ଏବଂ କର୍ମଠାରେ ଦ୍ବିତୀୟା ବିଭକ୍ତି ହୁଏ ଏବଂ କ୍ରିୟା କର୍ତ୍ତାର ଅନୁଗାମୀ ହୁଏ — (grammar) The active voice.
(ଯଥା—ମନା ଭାତ ଖାଉଅଛି)