Jump to content

କର୍ଦ୍ଦମମଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଦ୍ଦମମୟ
ଉଚ୍ଚାରଣ: Karddamamaya

ସଂ. ବିଣ.—(କର୍ଦ୍ଦମ+ପ୍ରାଚୁର୍ୟ୍ୟ ଓ ବିକାରାର୍ଥେ. ମୟ) —

୧: କର୍ଦ୍ଦମପୂର୍ଣ୍ଣ — ୧. Full of mud; clayey; muddy;

୨: କର୍ଦ୍ଦମର ବିକାର; କର୍ଦ୍ଦମରେ ପ୍ରସ୍ତୁତ — ୨. Made of clay.

୩: ପଙ୍କୁଆ —୪. Miry.

୪: ମଇଳାପୂର୍ଣ୍ଣ —୪. Dirty; filthy.