Jump to content

କର୍ଦ୍ଦମିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ଦ୍ଦମିତ
ଉଚ୍ଚାରଣ: Karddamita

ସଂ. ବିଣ. କର୍ଦ୍ଦମ+ସଂଜାତ ଅର୍ଥରେ. ଇତ) —

ପଙ୍କିଳ; କର୍ଦ୍ଦ ମଯୁକ୍ତ — Muddy; full of mud.