କର୍ପଟଧାରୀ
ଦେଖଣା
କର୍ପଟଧାରୀ —
ଉଚ୍ଚାରଣ: Karpaṭadhārī
ସଂ. ବି. ପୁଂ. (କର୍ପଟ+ଧୃ ଧାତୁ+କର୍ତ୍ତୃ ଇନ୍; ୧: ମା. ୧: ବ) —
କୌପୀନଧାରୀ ବୈରାଗୀ —A religious mendicant wearing a strip of rag to conceal nudity.
(କର୍ପଟଧାରିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ —
ଛିଣ୍ଡାକନା ପିନ୍ଧିଥିବା — Wearing rags.