କର୍ପର
ଦେଖଣା
କର୍ପର —
ଉଚ୍ଚାରଣ: Karpara
ସଂ. ବି (କୃପ ଧାତୁ=ପାରଗ ହେବା+କର୍ତ୍ତୃ. ଅର;) —
୧: ମୁଣ୍ଡର ଖପୁରି —୧. Skull; the cranium.
୨: ମାଟିପାତ୍ରର ଭଙ୍ଗା ଖଣ୍ଡ; ଖପରା — ୨. A broken bit of earthernware; potsherd.
୩: (ସାଧାରଣତଃ) ପାତ୍ର — ୩. A pot or vessel (in general).
୪: ଧାତୁ କଟାହ; କରେଇ; ହଣ୍ଡା — ୪. Cauldron; saucepan.
୫: ଏକ ପ୍ରକାର ଖଡ଼୍ଗ; ଖପରକାତି — ୫. A bill-hook; Scimitar.
୬: କୂର୍ମର ପୃଷ୍ଠାସ୍ଥି; କଇଞ୍ଚର ଖୋଳପା — ୬. Tortoise-shell.