Jump to content

କର୍ପୂରମଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ପୂରମଣି
ଉଚ୍ଚାରଣ: Karpūramaṇi

ସଂ. ବି. —

୧: ଶୁକ୍ଳ ମଣିବିଶେଷ — ୧. A kind of white gem.

୨: ଔଷଧରେ ବ୍ୟବହୃତ ଶୁକ୍ଳ ଖନିଜଦ୍ରବ୍ୟବିଶେଷ — ୨. A white mineral used in medicine.