Jump to content

କର୍ପୂରାରିଷ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ପୂରାରିଷ୍ଟ
ଉଚ୍ଚାରଣ: Karpūrārishṭa

ସଂ. ବି. (ମ. ପ. ଲୋ; କର୍ପୂରମିଶ୍ରିତ ଅରିଷ୍ଟ; କର୍ପୂର+ ଅରିଷ୍ଟ) —

କର୍ପୂର ଓ ସୁରାନିର୍ୟାସ ମିଶ୍ରିତ ଔଷଧ —Spirit of camphor used as a medicine in Asiatic cholera.

[ଦ୍ର—ଏହା ଓଲାଉଠାରେ ଔଷଧ; କର୍ପୂର ପାଣିରେ ମିଳାଏ ନାହିଁ; କିନ୍ତୁ ଏହା ସୁରାନିର୍ୟାସରେ ମିଳେଇଯାଏ]