କର୍ପୋରେସନ୍
ଦେଖଣା
କର୍ପୋରେସନ୍ —
ଉଚ୍ଚାରଣ: Karporesan
কর্পোরেসন
कारपोरेसन
ବୈଦେ. ବି. (ଇଂ) —
୧: ଆଇନ ଅନୁସାରେ ଗଠିତ ସମ୍ପ୍ରଦାୟ ବା ସମିତିବିଶେଷ — ୧. Corporation)
୨: ରେଙ୍ଗୁନ୍, କଲିକତା ଆଦି ବଡ଼ବଡ଼ ସହରର ମିଉନିସିପାଲିଟି —୨. Municipalities of big towns (e.g. Calcutta. Rangoon.)