କର୍ମକର
ଦେଖଣା
କର୍ମକର —
ଉଚ୍ଚାରଣ: Karmạkara
ସଂ. ବି. ପୁଂ. (କର୍ମ+କୃ ଧାତୁ+କର୍ତ୍ତୃ. ଅ) —
୧: ବେତନଗ୍ରାହୀ ଭୃତ୍ୟ ବା ଚାକର — ୧. A salaried servant.
୨: କାରିଗର —୨. An artisan.
୩: କମାର; ଲୌହକାର — ୩. Blacksmit.
୪: ମୁଲିଆ; ମଜୁରିଆ — ୪. A working man; a hired labourer.