Jump to content

କର୍ମକର୍ତ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକର୍ତ୍ତା
ଉଚ୍ଚାରଣ: Karmakarttā

ସଂ. ବି. ପୁଂ. (୬: ଷ୍ଠୀ ତତ୍; କର୍ମ+କର୍ତ୍ତା) —

୧: କୌଣସି କାର୍ୟ୍ୟର ସମ୍ପାଦନକୀରୀ — ୧. The agent or doer of a work.

୨: ନିତ୍ୟ ବା ନୈମିତ୍ତିକ ଅନୁଷ୍ଠାନ କରିବାର କର୍ତ୍ତା — ୨. The performer of a religious ceremony. ୩: (ବ୍ୟାକରଣ) ବାଚ୍ୟବିଶେଷ; ଯେଉଁଠାରେ କର୍ମକାରକ କର୍ତ୍ତୃକାରକରୂପେ ବ୍ୟବହୃତ ହୁଏ — ୩. (grammer) Name of a grammatical voice where the object is used in construction as a nominative.