Jump to content

କର୍ମକର୍ମାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକର୍ମାଣି
ଉଚ୍ଚାରଣ: Karmakarmāṇi

ଦେ. ବି. (ସଂ. କର୍ମନ୍+ କର୍ମନ୍ ଶବ୍ଦର ବହୁବଚନ କର୍ମାଣି) —

ବୈଦିକ ପଦ୍ଧତିରେ ନିତ୍ୟନୈମିତ୍ତିକ କର୍ମମାନଙ୍କର ଅନୁଷ୍ଠାନ — The various rites laid down in the Beda relating to domestic and social ceremonials.