Jump to content

କର୍ମକାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକାରୀ
ଉଚ୍ଚାରଣ: Karmakārī
(କର୍ମକାରିଣୀ—ସ୍ତ୍ରୀ)

ସଂ. ବି. ପୁଂ. (କର୍ମ+କୃ+କର୍ତ୍ତୃ. ଇନ୍; ୧: ମା. ୧: ବ) —

ଯେ କର୍ମ କରେ; କାମ କରିବା (ବ୍ୟକ୍ତି) — Doing or performing some work.