କର୍ମକ୍ଷେତ୍ର
ଦେଖଣା
କର୍ମକ୍ଷେତ୍ର —
ଉଚ୍ଚାରଣ: Karmakshetra
ସଂ. ବି. (୬: ଷ୍ଠୀ ତତ୍; କର୍ମ+କ୍ଷେତ୍ର) —
୧: କାର୍ଯ୍ୟ କରିବାର ସ୍ଥାନ; ଯେଉଁଠାରେ ମନୁଷ୍ୟ ନିଜର କର୍ମ କରେ — ୧. One's sphere of action; field of action; place of labour.
୨: ଭାରତବର୍ଷର ନାମ —୨. The land of religious acts; India.
[ଦ୍ର—ଏଠାରେ ମନୁଷ୍ୟ ଯେଉଁ ଉଦ୍ଦେଶ୍ୟରେ କର୍ମ କରେ ତହିଁରେ ସିଦ୍ଧି ଲାଭ କରିବାକୁ ସମର୍ଥ ହୁଏ ବୋଲି ଶାସ୍ତ୍ରବଚନ ଥିବାରୁ ଏହି ନାମ]