Jump to content

କର୍ମତ୍ଯାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମତ୍ୟାଗ
ଉଚ୍ଚାରଣ: Karmatyāga

ସଂ. ବି. (୬: ଷ୍ଠୀ ତତ୍; କର୍ମ+ତ୍ୟାଗ) —

୧: ଚାକିରି ଛାଡ଼ିବା; ଚାକିରିରୁ ଅବସର ନେବା — ୧. Retiremet from service.

୩: ବୈଦିକ କର୍ମବିଧି ପରିତ୍ୟାଗ —୩. Abandonment of the ceremonial acts prescribed in the Beda.

୪: ସାଂସରିକ କ୍ରିୟା ତ୍ୟାଗ କରିବା — ୪. Renuciation of wordly duties.