Jump to content

କର୍ମଦେବୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଦେବୀ
ଉଚ୍ଚାରଣ: Karma Devī

ଦେ. ବି. (ନାମ) —

ଇତିହାସପ୍ରସିଦ୍ଧ ଚିତୋରର ରାଜା ସମରସିଂହଙ୍କର ଜଣେ ରାଣୀ — The name of a queen of Chitor.

[ଦ୍ର—ତିରୋରୀ ୟୁଦ୍ଧ (୧୧୯୩: ଖ୍ରୀ)ରେ ସମରସିଂହ ସ୍ବୀୟ ଶାଳକ ପୃଥ୍ବୀରାଜଙ୍କ ସଙ୍ଗେ ରଣକ୍ଷେତ୍ରରେ ନିହତ ହେଲେ ଏଥି

ପରେ ମହମ୍ମଦ ଘୋରୀ ତାଙ୍କ ସେନାପତି କୁତିବୁଦ୍ଦିନଙ୍କ ମୋଗଲ ରାଜ୍ୟ ଅଧିକାର କରିବାକୁ ପଠାଇଲେ ଏହି ସମୟରେ କର୍ମଦେବୀ ପୁରୁଷ ବେଶରେ ୟୁଦ୍ଧସଜ୍ଜା କରି ରାଜପୁତ ସେନାର ସେନାପତ୍ୟ ଗ୍ରହଣ କରି କୁତବ୍ଉଦ୍ଦୀନଙ୍କୁ ପରାସ୍ଥ କଲେ ଓ ତାଙ୍କୁ ସ୍ବୀୟ ରାଜ୍ୟର ତଡ଼ିଦେଲେ—ସୁବଳଚନ୍ଦ୍ର]