କର୍ମଦୋଷ
ଦେଖଣା
କର୍ମଦୋଷ —
ଉଚ୍ଚାରଣ: Karmadosha
ସଂ. ବି. (୬: ଷ୍ଠୀ ତତ୍; କର୍ମନ୍+ଦୋଷ) —
୧: କାର୍ଯ୍ୟ କରିବାରେ ତ୍ରୁଟି ବା ଭ୍ରାନ୍ତି — ୧. An error or blunder in the performance of a work.
୨: ଆପଣା କୃତ କାର୍ଯ୍ୟରେ ମନ୍ଦ ଫଳ — ୨. Evil consequences of one's own act.
୩: ଭାଗ୍ୟଦୋଷ; ଭାଗ୍ୟବିପର୍ୟ୍ୟୟ — ୩. Bad luck; ill fate; irony of fate.
୪: ପର୍ବଜନ୍ମକୃତ ପାପ — ୪. Sins committed in previous existence.