Jump to content

କର୍ମଧ୍ବଂସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଧ୍ଵଂସ
ଉଚ୍ଚାରଣ: Karmadhwaṁsa

ସଂ. ବି. (୬: ଷ୍ଠୀ ତତ୍; କର୍ମ+ଧ୍ଵଂସ) —

୧: ଧର୍ମକର୍ମର ଫଳନାଶ — ୧. Loss of the fruit arising from one's religious acts.

୨: କୌଣସି କାର୍ୟ୍ୟର ବିନାଶ — ୨. Destruction of any work.

୩: ଭଗ୍ନୋତ୍ସାହତ; ଉତ୍ସାହଭଙ୍ଗ — ୩. Disappointment.