Jump to content

କର୍ମନାଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମନାଶ
ଉଚ୍ଚାରଣ: Karmanāṡa

ସଂ. ବି. —

କର୍ମଧ୍ଵଂସ (ଦେଖ) Karmadhwaṁsa (See)

ଦେ. ବି. (ନାମ)

ବ୍ରହ୍ମାଙ୍କ ପୁତ୍ରବିଶେଷ — The name of a son of Brahmā

କର୍ମନାଶ ବୋଲିକର ବ୍ରହ୍ମାଙ୍କ କୁମର— ମହାଦେବ. ମାର୍କଣ୍ଡେୟପୂରାଣ