Jump to content

କର୍ମନ୍ଦୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମନ୍ଦୀ
ଉଚ୍ଚାରଣ: Karmandī

ସଂ. ବି. ପୁଂ. (କର୍ମନ୍+ଅନ୍ଦ ଧାତୁ=ବନ୍ଧନ କରିବା+ କର୍ତ୍ତୃ. ଇନ୍; ୧: ମା.୧: ବ) —

୧: ଭକ୍ଷୁକ; ଭିକ୍ଷୁ — ୧. A mendicant; anchorite.

୨: ଭିକ୍ଷୁବ୍ରତଧାରୀ ଚତୁର୍ଥାଶ୍ରମୀ ବ୍ୟକ୍ତି — ୨. A person who has adopted the fourth stage of the life of a Hindu; an ascetic; an itinerant ascetic.