Jump to content

କର୍ମଫଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମଫଳ
ଉଚ୍ଚାରଣ: Karmaphaḻa

ସଂ. ବି. (୬: ଷ୍ଠୀ ତତ୍; କର୍ମ+ଫଳ) —

୧: ନିଜର କର୍ମର ବା ଅଦୃଷ୍ଟର ଫଳ — ୧. The fruit of one's fate.

୨: ପୂର୍ବଜନ୍ମାର୍ଜିତ କର୍ମର ଫଳ, ସୁଖ ବା ଦୁଃଖ — ୨. The fruit of one's own actions done in previous existence; e.g. happiness or misery.

୩: ଇହଜନ୍ମରେ କରିବା କାର୍ୟ୍ୟର ଫଳ, ୟାହା ମନୁଷ୍ୟ ପରି— ଜନ୍ମରେ ଭୋଗ କରିବ — ୩. The fruit or consequence of one's own actions in this life, which he will reap hereafter.