Jump to content

କର୍ମବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବନ୍ଧ
ଉଚ୍ଚାରଣ: karmabandha

ସଂ. ବି. (୬: ଷ୍ଠୀ ତତ୍; କର୍ମ+ବନ୍ଧ) —

ସାଂସରିକ କ୍ରିୟାରୂପ ପାଶଦ୍ବାରା ଆତ୍ମାର ବନ୍ଧନ —Bondage of worldly action; worldly tie or attachment; confinement of the soul in worldly ties.

କଟାକ୍ଷ ମାତ୍ରକେ ଗୋବିନ୍ଦ ନାଶେ ଅଶେଷ କର୍ମବନ୍ଧ— ଭୂପତି. ପ୍ରେମପଞ୍ଚାମୃତ

ଦେ. ବି —

କର୍ମର ଅନୁରୋଧ ବା ନିର୍ବନ୍ଧ — Pressure of work; exigency of work.