Jump to content

କର୍ମବାଚ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବାଚ୍ୟ
ଉଚ୍ଚାରଣ: Karmabāchya

ସଂ. ବି. (ବ୍ୟାକରଣ) —

ଯେଉଁ ବାକ୍ୟରେ କର୍ମପଦର ପ୍ରାଧାନ୍ୟ ଥିବାରୁ ତହିଁରେ ୧: ମା ବିଭକ୍ତି ହୁଏ (ଯଥା—ଧୋବାଦ୍ବାରା କାଠ ଚିରା ହେଉଅଛି—ଏହା କର୍ମବାଚ୍ୟର ବାକ୍ୟ) —(grammer) The passive voice.