Jump to content

କର୍ମବାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବାମ
ଉଚ୍ଚାରଣ: Karmabāma

ଦେ. ବି. (ସଂ. କର୍ମନ୍+ବାମ) —

ମନ୍ଦଭାଗ୍ୟ; ଦୁର୍ଭାଗ୍ୟ — Misfortune; bad luck.

କର୍ମକାମବେଳକୁ ବିଧାତାଅବଳକୁ ବିଷ ଉପୁଜେ ସୁଧାବୃକ୍ଷ ଦୀନକୃଷ୍ଣ. ରସକଲ୍ଲୋଳ