Jump to content

କର୍ମବିପାକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବିପାକ
ଉଚ୍ଚାରଣ: Karmabipāka

ସଂ. ବି. (୬: ଷ୍ଠୀ ତତ୍; କର୍ମ+ବିପାକ) —

୧: ନିଜକୃତ କର୍ମର ପରିଣାମ — ୧. The future unavoiable consequense of one's own actions.

୨: ନିଜ କର୍ମର ବିଷଦୃଶ ଫଳ — ୨. Contrary results arising from one's act; irony of fate.

୩: କର୍ମବାମ; ଦୁର୍ଭାଗ୍ୟ —୩. Bad luck.