Jump to content

କର୍ମବ୍ଯଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବ୍ୟଙ୍ଗ
ଉଚ୍ଚାରଣ: Karmabyaṅga

ଦେ. ବି. (ସଂ. କର୍ମ+ବ୍ୟଙ୍ଗ) —

କାର୍ୟ୍ୟନାଶକାରୀ — Destroying the effectiveness of one's acts.

କର୍ମବ୍ୟଙ୍ଗ କୃତହା ପୂରୂଷ ପରାଯେ, ସେ ଅଶନି ହେଲା ହେ ଜାଶ ନରରାଯେ—କୃଷ୍ମସିଂହ ମହାଭାରତ. ଦ୍ରୋଶ