Jump to content

କର୍ମବ୍ଯତିହାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମବ୍ୟତିହାର
ଉଚ୍ଚାରଣ: Karmabyatihāra

ସଂ. ବି. (୬: ଷ୍ଠୀ ତତ୍; କର୍ମନ୍+ବ୍ୟତିହାର) —

ପରସ୍ପର ଏକଜାତୀୟ କର୍ମକରଣ — The mutual doing of similar acts.

[ଦ୍ର—ଏ ଶବ୍ଦର ଅନ୍ୟ ରୂପ କର୍ମବ୍ୟତୀହାର; ଏହା ବ୍ୟାକରଣରେ ଗୋଟିଏ ପ୍ରସିଦ୍ଧ ଶବ୍ଦ; ଲକ୍ଷ୍ମୀ ବିଷ୍ଣୁଙ୍କୁ ଓ ବିଷ୍ଣୁ ଲକ୍ଷ୍ମୀଙ୍କୁ ଆଲିଙ୍ଗନ, ଦର୍ଶନ, ସ୍ପର୍ଶନ ଓ ଚୁମ୍ବନ କରୁଅଛନ୍ତି; ଏ ସ୍ଥଳରେ ଉଲ୍ଲିଖିତ ଆଲିଙ୍ଗନ, ଦର୍ଶନ, ସ୍ପର୍ଶନ ଓ ଚୁମ୍ବନ କର୍ମମାନଙ୍କର ବ୍ୟତିହାର ହେଲା— ସୁବଳଚନ୍ଦ୍ର]