କର୍ମଭୂମି
ଦେଖଣା
କର୍ମଭୂମି —
ଉଚ୍ଚାରଣ: Karmabhūmi
ସଂ. ବି. (୬: ଷ୍ଠୀ ତତ୍; କର୍ମ+ଭୂମି) —
୧: କର୍ମକ୍ଷେତ୍ର — ୧. The field of action; sphere of action.
୨: ଧର୍ମକର୍ମ କରିବାର ପ୍ରସିଦ୍ଧ ସ୍ଥାନ; ଆର୍ୟ୍ୟବର୍ତ୍ତ — ୨. The northern half of india, considered as the land of religious ites.
୩: ଧର୍ମକର୍ମର ସ୍ଥଳ, ଭାରତବର୍ଷ — ୩. India, the holy land.
୪: କୃଷ୍ଟଭୂମି ୪. Cultivated field.