କର୍ମଭୋଗ
ଦେଖଣା
କର୍ମଭୋଗ —
ଉଚ୍ଚାରଣ: Karmabhoga
ଦେ. ବି. (୬: ଷ୍ଠୀ ତତ୍; କର୍ମ+ଭୋଗ) —
୧: ନିଜକୃତ ପର୍ବ କର୍ମର ସୁଖଦୁଖଃମୟ ଫଳଭୋଗ —୧. The enjoyment of happiness or suffering due to one's past action.
୨: ଅକର୍ମ ଓ କୁକର୍ମର ଫଳଭୋଗ —୨. Talking or receiving the consequence of one's evel conduct.